ଦୁଇଦିନ ଉପବାସ ପରେ ଛପନଭୋଗୀଙ୍କୁ ଲାଗିଲା ଭୋଗ

ପୁରୀ: ଦୁଇ ଦିନ ଧରି ଉପବାସ ରହିବା ପରେ ଶେଷରେ ଶ୍ରୀଜିଉଙ୍କଙ୍କ ଠାରେ ଲାଗି ହେଲା ଭୋଗ। ଗତକାଲି ରାତିରେ ମହାପ୍ରଭୁଙ୍କ ବିଭିନ୍ନ ନୀତି ସଂପର୍ଣ୍ଣ କରାଯାଇଛି। ରାତି ୧୦ଟା ୫୦ ମିନିଟରେ ମହାପ୍ରଭୁଙ୍କ ରୋସ ହୋମ, ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା ଓ ଗୋପାଳ ବଲ୍ଲଭ ନୀତି କରାଯାଇଥିଲା। ରାତି ୧ଟା୨୦ ମିନିଟରେ ମହାପ୍ରଭୁଙ୍କ ସକାଳ ଧୂପ କରାଯାଇ ଖେଚୁଡି ଭୋଗ ଲାଗି କରାଯାଇଥିଲା। ଗର୍ଭଗୃହକୁ କେବଳ ପାଳିଆ … Continue reading ଦୁଇଦିନ ଉପବାସ ପରେ ଛପନଭୋଗୀଙ୍କୁ ଲାଗିଲା ଭୋଗ